Admission Open for Session 2025-2026
kindly pay montly fee before the date -05/04/2025
ମହାଶୟ, ଅଭିଭାବକଙ୍କ ନିମନ୍ତେ ସୂଚନା (ତା-୦୧/୦୭/୨୦୨୫ରିଖ) ସାଦର ପ୍ରଣାମ। ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ଶିଶୁଙ୍କ ପୁନଃ ପ୍ରବେଶ ଶୁକ୍ଳ ସହ ଏପ୍ରିଲ୍ ଓ ମଇ ମାସର ମାସିକ ଶୁକ୍ଳ ତା -୩୦/୦୬/୨୫ରିଖ ସୁଦ୍ଧା ଜମା ଦେବାକୁ ସୂଚନା ଦିଆଯାଇଥିଲା। କିନ୍ତୁ ଆଜି ସୁଦ୍ଧା ଆପଣ ଜମା କରିନାହାନ୍ତି , ତେଣୁ ଶୁକ୍ଳ ଜମା କରି ଆସନ୍ତାକାଲି ଶିଶୁଙ୍କୁ ବିଦ୍ୟାଳୟକୁ ପଠାଇବେ। କାର୍ଯ୍ୟାଳୟ ପ୍ରାତଃ ୯ଘ, ୩୦ମି. ଠ